top of page

ରାତ୍ରି ରେ ଗୋଡ କିମ୍ବା ପେଣ୍ଡା ର ଅସହାୟ ବ୍ୟଥା ଏବଂ କ୍ରାମ୍ପ |Nocturnal muscle cramps | #sbnh#musclecramps

Writer: Darshan ArukhDarshan Arukh

Updated: Feb 1, 2024


SPEAKER-

DR MANOJ KUMAR PARIDA

M.B.B.S, DNB(ORTHOPEDIC)


Restless leg syndrome ଏକ ବହୁତ ଯନ୍ତ୍ରଣା ଦାୟକ ରୋଗ ଯାହା ଗୋଡ ରେ ସୁଲୁସୁଲୁ ହେଲା ପରି ଲାଗେ ଓ ଅତ୍ୟଧିକ ବ୍ୟଥା ହୁଏ , ଏହା ସାଧାରଣତଃ ଶରୀର ରେ ରକ୍ତ ହୀନତା ଯୋଗୁଁ ହୋଇ ଥାଏ ।


Nocturnal muscle cramps ସାଧାରଣତଃ ଅର୍ଦ୍ଧରାତ୍ରି ରେ ପେଣ୍ଡା ରେ ଅତ୍ୟଧିକ ବ୍ୟଥା ହୋଇଥାଏ,ଏହା ସାଧାରଣତଃ dehydration ଯୋଗୁଁ ହୋଇଥାଏ।



Our Cashless Insurance Partners




Comentarios


bottom of page