top of page
Writer's pictureDarshan Arukh

ଗର୍ଭାଶୟ ରେ ଟ୍ୟୁମର | ଫାଇବ୍ରଏଡ୍ | Fibroid #tumor#fibroid#besafe


Speaker-

DR. P.P NAYAK

M.D(Obstetrics & Gynecology)

Obstetrics and Gynecology Specialist


ଫାଇବ୍ରଏଡ୍ ହେଉଛି ଅସ୍ୱାଭାବିକ ଅଭିବୃଦ୍ଧି ଯାହା ଏକ ମହିଳାଙ୍କ ଗର୍ଭାଶୟରେ କିମ୍ବା ଉପରେ ବିକଶିତ ହୁଏ । ଏହି ଟ୍ୟୁମର୍ ବେଳେବେଳେ ବହୁତ ବଡ ହୋଇଯାଏ ଏବଂ ପେଟରେ ପ୍ରବଳ ଯନ୍ତ୍ରଣା ହୁଏ । ଅନ୍ୟ କ୍ଷେତ୍ରରେ, ସେମାନେ ଅଳ୍ପ କିମ୍ବା କୌଣୋସୀ ଲକ୍ଷଣ ସୃଷ୍ଟି କରନ୍ତି ନାହିଁ । ଅଭିବୃଦ୍ଧି ସାଧାରଣତଃ ବହୁତ ଧୀର ହୋଇଥାଏ ଏବଂ ଏହା ଅଣ-କ୍ୟାନସର ଅଟେ । ଅଧିକାଂଶ ମହିଳାଙ୍କର କୌଣସି ଲକ୍ଷଣ ଦେଖା ଜାଈନଥାଏ ସେଥିପାଈଁ ସେମାନେ ଫାଇବ୍ରଏଡ୍ ଥିବା ଜାଣିପାରନ୍ତି ନାହିଁ ।


ଫାଇବ୍ରଏଡ୍ ସାଧାରଣତଃ ମୋଟା ମହିଳା,ଯେଉଁ ମାନଙ୍କର କୌଣୋସୀ ପିଲାଛୁଆ ହେଉନାହିଁ କିମ୍ବା ଯେଉଁ ମାନଙ୍କର ଫାଇବ୍ରଏଡ୍ ଏକ ପାରିବାରିକ ରୋଗ ଥିବ ସେମାନଙ୍କରେ ଅଧିକ ଦେଖାଯାଏ ।


ଆପଣଙ୍କ ଋତୁସ୍ରାବ ରେ ପ୍ରବଳ ରକ୍ତସ୍ରାବ , ତଳି ପେଟ ରେ ଯନ୍ତ୍ରଣା , ସମ୍ପର୍କ(intercourse) ସମୟରେ ଯନ୍ତ୍ରଣା , ଋତୁସ୍ରାବ ସାଧାରଣତଃ ଅଧିକ ସମୟ ଧରି ରହିବା , ପେଟର ଫୁଲା ବା ବୃଦ୍ଧି ଆଦି ଲକ୍ଷଣ ଦେଖାଯାଇଥାଏ ।


ଅଲଟ୍ରାସାଉଣ୍ଡ(Ultrasound), MRI, CT scan ଆଦି ପରୀକ୍ଷା ସହଜରେ ଫାଇବ୍ରଏଡ୍ ଚିହ୍ନଟ କରାଯାଈପରେ।


ଫାଇବ୍ରଏଡ୍ ର ଚିକିତ୍ସା ଓ ଫାଇବ୍ରଏଡ୍ ସମ୍ବନ୍ଧରେ ଅନ୍ୟ ଗୁରୁତ୍ୟପୂର୍ଣ ତଥ୍ୟ ଜାଣିବାପାଈଁ ଭିଡିଓ କୁ ସମ୍ପୂର୍ଣ ଦେଖନ୍ତୁ ।



Our Cashless Insurance Partners




1 view0 comments

Comments


bottom of page