Speaker-
DR. P.K SAHU
M.B.B.S, DNB (ENT)
ENT, HEAD & NECK SURGEON
ଆଜି କାଲି ଦୁନିଆ ରେ କାନ ସମସ୍ୟା ବହୁତ ଦେଖାଯାଉଛି । ଏହାର ମୁଖ୍ୟ କାରଣ ଗୁଡିକ ଆଜିକାଲିର ଯାନବାହାନ ର ବାହାରୁଥିବା ଶବ୍ଦ,କାରଖାନା ଓ ଅନ୍ୟ ବହୁତ କାରଣ ଅଛି। ଉପରୋକ୍ତ ଭିଡିଓ ରେ କାନର ଯନ୍ତ୍ରଣା,ଚିକିତ୍ସା,ପ୍ରତିରୋଧ ଓ ଅନ୍ୟ କିଛି ସାଧାରଣ ସମସ୍ୟା ଓ ତାର ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରାଯାଇଛି।
#EarPain #EarInfection #Otitis #OtitisMedia #EarHealth #EarCare #ENT #Health #Wellness #Medical #Infection #PainManagement #Healthcare #Symptoms #Treatment #Prevention #EarHealthAwareness #Earache #MedicalAdvice #HealthTips
Comments